#ବିରଳ_ଚିକିତ୍ସାରେ_ସଫଳତା
#ନୂଆ_ଜୀବନ_ପାଇଲେ_ଇରାକ୍_ନାଗରିକ
ସମ ଅଲଟିମେଟରେ ବିରଳ ଖପୁରି ରୋଗରେ ପୀଡ଼ିତ 38 ବର୍ଷୀୟ ଇରାକ ନାଗରିକ ପାଇଲେ ନୂଆ ଜୀବନ । ଚିକିତ୍ସା ପାଇଁ ସୁଦୂର ଇରାକରୁ ଧାଇଁ ଆସିଥିଲେ ସମଅଲିଟିମେଟ । ଅତ୍ୟାଧୁନିକ ଚିକିତ୍ସା ଓ ଡାକ୍ତରୀ ଟିମର ଶତଚେଷ୍ଟା ଯୋଗୁଁ ସଙ୍କଟାପର୍ଣ୍ଣ ଅବସ୍ଥାରୁ ଇରାକ ନାଗରିକ ପାଇଲେ ପୁନଃଜନ୍ମ ।
#Bhubaneswar #samaltimeter #medical #treatment #iraqcitizen #surgery #Odisha #ArgusNews