#ବିରୋଧୀଙ୍କ_ଅଭିଯୋଗ_ସରକାରଙ୍କ_ପ୍ରୋତ୍ସାହନରେ_ଗୋ_ଚାଲାଣ
#ନାଗା_ବାବାଙ୍କ_ପ୍ରଶ୍ନ_କାହିଁକି_ଚୁପ୍_ମୁସଲମାନ୍_ଧର୍ମଗୁରୁ
କେନ୍ଦ୍ରାପଡା ଗୋ ତସ୍କରୀ ନେଇ ଦୃଢ ହେଲା ପ୍ରତିବାଦର ସ୍ବର। ପୋଲିସ ଓ ଜନପ୍ରତିନିଧିଙ୍କ ସୁରକ୍ଷାରେ ଗୋ ଚାଲାଣକାରୀ। ସେପଟେ ବିରୋଧୀଙ୍କ ଅଭିଯୋଗ, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ହେଉଛି ଗୋ ଚାଲାଣ। ନାଗା ବାବାଙ୍କ ପ୍ରଶ୍ନ, କାହିଁକି ଚୁପ୍ ମୁସଲମାନ୍ ଧର୍ମଗୁରୁ।
#Odisha #ArgusNews #gochalan #Kendrapara #Kendrapada #protest #police #Arrest