ବିଳମ୍ବିତ ରାତିରେ ଭକ୍ତଙ୍କୁ ଦର୍ଶନ ଦେଲେ ଯୁଗଳ ମୁର୍ତ୍ତୀ । ଶିବଗୌରୀ ବିବାହ ସମ୍ପର୍ନ୍ନ ହେବା ପରେ ସମ୍ବଲପୁରର ବିଭିନ୍ନ ପଡାର ଯୁଗଳ ମୁର୍ତ୍ତୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
#Sitalsasthi #Celebration #marriage #Odisha #ArgusNews #sambalpur #ShivGauri