ମନୋରମା ମହାପାତ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଲେଖନୀ ଚାଳନା ପାଇଁ ସେ ସବୁଦିନ ପାଇଁ ମନେ ରହିବେ ।
#manoramamohapatra #writer #death #samajpress #tweet #PMOIndia #narendramodi #Odisha #ArgusNews