ବିଶ୍ୱାସ ପାଇଁ ହେବେ ବାସହରା, ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନର ଆଦେଶ । ୪୦ ବର୍ଷ ପୂର୍ବରୁ ଯେଉଁ ପଡୋଶୀ ଉପରେ ବିଶ୍ବାସ କରିଥିଲେ ଏବେ ସେ ବିଶ୍ବାସରେ ବିଷ ଦେଇଛି। ପ୍ରଶାସନର ନୋଟିସ ପରେ ଏବେ ଚିନ୍ତାରେ ଗୋଟିଏ ଗରିବ ପରିବାର।
#mayurbhanj #Morada #HousingScheme #LandIssue #registered #demanding #money #Helpless #Odisha #ArgusNews