#ବିଶ୍ବେଶ୍ବର_ଟୁଡୁ_ମନ୍ତ୍ରୀ_ଭାବେ_ଶପଥ_ନେଇଛନ୍ତି !
ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ । ରାଜ୍ୟର ସବୁଠାରୁ ବଡ଼ ଆଦିବାସୀ ଜିଲ୍ଲା ମୟୁରଭଞ୍ଜର ଆଦିବାସୀ ସାଂସଦ ବିଶେସ୍ବର ଟୁଡୁଙ୍କୁ ତାଙ୍କ ଟିମରେ ସାମିଲ କରିଛନ୍ତି ମୋଦି
#ArgusNews #Odisha #ArgusNewsTV #Mayurbhanja #bisweswartudu #Cabinetminister Narendra Modi