ବିଶ୍ରାମଗାର ନଥିବାରୁ ଲୋକେ ହନ୍ତସନ୍ତ । କାହା ଦୋକାନ ପିଣ୍ଡାରେ ତ ରାସ୍ତା କଡରେ ବିଶ୍ରାମ ନେଉଛନ୍ତି ଲୋକେ । ଖରା ହେଉ ବା ବର୍ଷା ଏମିତି ବିଶ୍ରାମ ନେଉଛନ୍ତି ମାଲକାନଗିରି ଖଇରିପୁଟ୍ ବ୍ଲକର ଗୋଟି ଅଂଚଳବାସୀ ।
#malkangiri #ChitraKonda #restroom #PublicIssue #Odisha #ArgusNews