ବିଶ୍ୱାସ ଭରସାର ଶୈବ ପୀଠ ବାବା ବାଙ୍କେଶ୍ୱର I ପ୍ରଭୁଙ୍କ ନାମ ମାତ୍ରକେ ଭକ୍ତ ତିନିଥର ଭୂମିଷ୍ଠ ହୋଇଥାଏ I 22ଗୁଣ୍ଠ ଭୂମି ମଧ୍ୟକୁ ପ୍ରବେଶ କରିବା ମାତ୍ରକେ ଶିହରଣ ଖେଳିଯାଇଥାଏ ଶରୀରରେ I ଧନୀ ଗରିବ ଏଠି ସମସ୍ତେ ସମାନ I ପ୍ରଭୁଙ୍କ ନାମ ଧରିଲେ ମିଛ କହିବା ଭୁଲିଯାନ୍ତି ଶ୍ରଦ୍ଧାଳୁ I
#puri #gopa #shivatemple #believed #Odisha #ArgusNews