#ବିଷାକ୍ତ_ଅସୁରଖୋଳା_ଜୋର
#ବ୍ୟବହାର_ହୋଇ_ପାରୁନି_ଜୋରର_ପାଣି
ଦୀର୍ଘ ୧୫ ବର୍ଷ ଧରି ପରିତକ୍ତ ଅବସ୍ଥାରେ ଅସୁରଖୋଳା ଜୋର । ଦଳ ଜୋରରେ ଭର୍ତ୍ତି ହୋଇ ରହିଥିବା ବେଳେ ପାଣି ପଚି ନଷ୍ଟ ହୋଇ ଗଲାଣି । ଫଳରେ ବ୍ୟବହାର ଉପୟୋଗୀ ହୋଇ ପାରୁନି ପାଣି ।
#Kendrapada #Cuttack #watercanal #pollution #Odisha #ArgusNews