#ବିଷାକ୍ତ_ସାପକୁ_ନେଇ_ଜୀବନ_ମରଣର_ଖେଳ
#କଲେଜ_ପରିସରରେ_ଝିଅଙ୍କୁ_ଖେଳ_ଶିଖାଉଛନ୍ତି_ଆକାଶ
ଏବେ ସଂରକ୍ଷିତ ବିଷାକ୍ତ ସାପକୁ ନେଇ ବିଧାୟକଙ୍କ ବାହୁବଳି ପୁଅର ଛତ୍ରଛାୟା ତଳେ ଖେଳ । ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ହେଉଛନ୍ତି ଟୁଟୁ ପାତ୍ର । ଅଭିଯୁକ୍ତ ଆକାଶଙ୍କ ବିରୋଧରେ ପ୍ରମାଣ ସତ୍ବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଡିଏଫଓ । ନା ଟୁଟୁ ପାତ୍ରଙ୍କ ଲୋକ ବୋଲି ସେ ଘଂଟ ଘୋଡାଉଛନ୍ତି
#Snake #Viralvideo #BadriNarayanPatra #TutuPatra #School #Odisha #ArgusNews