ବାର ମାସରେ ତେର ପର୍ବ ପାଳୁଥିବା ଓଡ଼ିଆ ଚାଷୀ ଏବେ ନୂଆ କରି ଆରମ୍ଭ କରିଛି ଆଉ ଏକ ପର୍ବ । ଏ ପର୍ବର ନାଁ ଦିଆଯାଇଛି ଦେଶୀ ବିହନ ପର୍ବ । ଦେଶୀ ବିହନର ସୁରକ୍ଷା ଓ ସଂରକ୍ଷଣ ସାଙ୍ଗକୁ ବ୍ୟାପକ ଜମିରେ ଚାଷ କରାଯାଇପାରିଲେ ଚାଷୀ ଋଣରୁ ମୁକ୍ତ କ୍ଷୁଧାରୁ ମୁକ୍ତ ଓ ବିଷ ମୁକ୍ତ ନିରୋଗ ଜୀବନ ଜୀଇଁପାରିବ ବୋଲି ଲକ୍ଷ ରଖି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଖରାମାଲ ଗାଁରେ ଆୟୋଜିତ ହୋଇଛି ନିଆରା ଏହି ପର୍ବ ।
#Bargarh #celebrating #Farmers #SeedFestival #GoodNews #Odisha #ArgusNews