#ବିଷ_ଔଷଧ_କାରବାରର_କାର୍ପଟଦାର_ଫେରାର !
ନକଲି ଔଷଧ କାରବାର ମାମଲାରେ 3 ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। 3 ଜଣଙ୍କ ଭିତରେ ଅଛନ୍ତି ମେଡିଲଏଡ୍ କଂପାନୀର ନିର୍ଦ୍ଦେଶକ ତଥା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ପତ୍ନୀ
#ArgusNews #Odisha #ArgusNewsTV #Duplicate_Medicine #STF