#ବିହାରୀ_ମଦ_ବେପାରୀଙ୍କ_କବଜାରେ_ଅନୁଗୁଳ_ଅବକାରୀ_ବିଭାଗ !
#ବିହାରୀ_ମଦ_ବେପାରୀଙ୍କ_ନିର୍ଦେଶରେ_ଚାଲିଛି_ବିଭାଗ !
#ମଦ_ବେପାରୀ_ସାଜିଛନ୍ତି_ବିଭାଗୀୟ_ଏଜେଣ୍ଟ !
ବିହାରୀ ମଦ ବେପାରୀଙ୍କ କବଜାରେ ଅନୁଗୁଳ ଅବକାରୀ ବିଭାଗ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଏଭଳି ଅଭିଯୋଗର ସତ୍ୟତା ଉପରେ ମୋହର ମାରିଛି ।
#Anugul #AbkariDepartment #Bihari #liquordealers #OdishaCM #Odisha #ArgusNews