କରୋନା ମହାମାରୀ ପାଇଁ ବାଲେଶ୍ୱର ଜିଲ୍ଲାରେ ଥିବା 3000ରୁ ଉର୍ଦ୍ଧ ବ୍ୟୁଟି ପାର୍ଲର ଦୀର୍ଘ 18ମାସ ହେବ ବନ୍ଦ ହୋଇ ପଡିଛି । ଆଜି ଓଡିଶା ଷ୍ଟେଟ ବ୍ୟୁଟି ଆଣ୍ଡ ହେୟାର ଆସୋସିଏସନ ଆଜି ସେମାନଙ୍କ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି
#ArgusNews #Odsha #ArgusNewsTV #BeautiParlor #Open #OdishaStatebeautyandhairAssociation