କୁବେର ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ସରିଲା
ରିମାଣ୍ଡ କାଳରେ ବିରଞ୍ଚିଙ୍କ ଠାରୁ ଅନେକ ତଥ୍ୟ ଉଗାଳିଛି ଭିଜିଲାନ୍ସ
ସ୍ତ୍ରୀଙ୍କ ମାଧ୍ୟମରେ ବୀମା କରାଇ ପ୍ରଚୁର କମିଶନ ପାଇଛନ୍ତି ବିରଞ୍ଚି
10 ବର୍ଷ ମଧ୍ୟରେ 900 ଲୋକଙ୍କ ବୀମା କରାଇ କମିଶନ ପାଇଛନ୍ତି
#ArgusNews #Odisha #OSSCScam #Vigilance