ବୀର ସହିଦ ଶଶାଙ୍କ ଶେଖର ସାମଲ, ଆସନ୍ତୁ ତାଙ୍କର କିଛି ସ୍ମୃତି ସାଉଁଟିବା । କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥିବାବେଳେ ଫେବୃଆରୀ 21 ତାରିଖ ସେହି ଅଶୁଭ ଦିନକୁ ଭେଟିଥିଲେ ଏହି ବୀର ଯବାନ । #ArgusNews #Odisha #SaheedSalaam #OdiaJawan #SaheedSashankSekharSamal #IndianArmy ADGPI - Indian Army