#ବୁଗୁଡା_ଅଙ୍ଗନବାଡି_କେନ୍ଦ୍ରରେ_ଭଙ୍ଗାରୁଜା_ହୋଇଥିବା_ଅଭିଯୋଗ
ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ଏହାର ଭଙ୍ଗାରୁଜା ହୋଇଥିବା କାରଣ ଅସ୍ପଷ୍ଟ ରହିଛି । ମଦ୍ୟପ ଓ ଜୁଆଡି ମାନେ ଉନ୍ନତ କାଣ୍ତ ଘଟାଇଥିବା ଏହା ସାଧାରଣ ରେ ଅନୁମାନ କରାଯାଉଛି ।
#Aganwadi #Application #Buguda #police #investigation #polasara #ArgusNews #Odisha