ବହୁ ବାଦ ବିବାଦ, ବିରୋଧ, ବିକ୍ଷୋଭ ପରେ ସୁକତେଲ ପ୍ରକଳ୍ପର ବୁଡି ଅଞ୍ଚଳ ବାସୀଙ୍କୁ ବିସ୍ଥାପିତ କରାଯାଇଛି। ଏଥିପାଇଁ ସାତ ଦିନ ଆଗରୁ ପ୍ରକଳ୍ପ ଅଞ୍ଚଳ ପରଧିଆପାଲି ଗାଁ ଲୋକଙ୍କୁ ନୋଟିସ ଦିଆଯାଇଥିଲା। ଏବଂ ଆଜି ପୋଲିସ ପ୍ରଶାସନ ଉପସ୍ଥିତିରେ ପରଧିଆପାଲିରେ ଉଚ୍ଛେଦ କାର୍ଯ୍ୟ ହୋଇଛି।
#ArgusNews #Odisha #Bolangir #Loisingha #suktelproject