ବନ୍ଦର ଧୁଆଁବାଣ ଭିତରେ ପୁଣି ଏକ ନଦୀ ଭିତ୍ତିକ ବନ୍ଦର କରିବାର ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର ।ଜଗତସିହଂପୁରର ଉଦୟବଟରେ ନଦୀ ଭିତ୍ତିକ ବନ୍ଦର କରିବାର ପ୍ରସ୍ତାବକୁ ଅନୁମୋଦନ । ଏପଟେ ଏବେବି ବୁଢିଆଣି ଜାଲ ଭିତରେ ଛନ୍ଦି ହୋଇଛି ପୂର୍ବ ଘୋଷିତ ବନ୍ଦର ଭାଗ୍ୟ ।
#Jagatsinghpur #corruption #river_port #StateGovernment #Odisha #ArgusNews