ବୁର୍ଲା ପୋଲିସ ବିରୋଧନେ ଏସପିଙ୍କର୍ ଦ୍ଵାରସ୍ତ ହେଲେ ପରିବାର ଲୁକେ । ରାସ୍ତାକଡେ ଗଞ୍ଜେଇ ପିଉଥିଲେ ପୁଲିସ ଉଠାଇ ନେଲା । ପରେ ମିଛ ଦଫା ଲଗେଇକିନା କୋର୍ଟ ଚାଲାନ କରିଦେଲା ପୋଲିସ । ବୁର୍ଲା କେନାଲ ପଡାର ୪ଝନ୍ ଯୁଆନ ଶୁକ୍ରବାର ବେଲବୁଡାକେ ବିଦ୍ୟୁତ ଏସଡିଓ ଅଫିସ ରାସ୍ତା କଡେ ଗଞ୍ଜେଇ ଟାନୁଥିଲେ ।
#police #strike #Court #Burla #fine #BurlaCanalPadar #SDOoffice #Odisha #ArgusNews