ବୁର୍ଲା ଭୀମସାରନେ ଆଏଜ କମ୍ୟୁନିଟି ମେଡ଼ିସିନ ବିଭାଗ ଆଡୁ ଗୁଟେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛେ । ସମ୍ମିଳନୀର ଅଧ୍ୟକ୍ଷ ପ୍ରଫେସର ସାଧୁଚରଣ ପଣ୍ଡାକଁର୍ ତତ୍ବାବଧାନଥି ହେଇଥିବାର୍ ଇ ସମ୍ମିଳନୀନେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ, ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖିଆ ଅତିଥି ହିସାବେ ଯୋଗ ଦେଇଥିଲେ ।
#Burla #vimsar #NationalConference #metting #Odisha #ArgusNews