ରାଜ୍ୟରେ ଇକମୋ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ରାଜ୍ୟସରକାର ଚିନ୍ତା କରିଛନ୍ତି । ରାଜ୍ୟର କଟକ ଏସସିବି ମେଡ଼ିକାଲରେ ଏହି ଇକମୋ ଚିକିତ୍ସା ବ୍ୟବସ୍ଥା ପାଇଁ ରାଜ୍ୟସରକାର ଘୋଷଣା କରିବା ପରେ ପଶ୍ଚିମ ଓଡ଼ିଶାର ବୁର୍ଲା ଭୀମସାରରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ କରିବା ପାଇଁ ଦାବି ।
#ArgusNews #ArgusNewsTV #Odisha #Burla #VIMSAR #ECMO_Machine