ବୁର୍ଲା ଭୀମସାରରେ ପୁଣି ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ । ଆଉ ଜଣେ ୩ ବର୍ଷର ଶିଶୁ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୨ ଜଣ ଶିଶୁ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଆଉ ଜଣେ ଶିଶୁ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ଭୀମସାର ସୁପରିଟେଣ୍ଡଣ୍ଟ ଡ. ଲାଲମୋହନ ନାୟକ
#ArgusNews #Odisha #Sambalpur #Burla #viimsar #Child #Coronapositive