ଅଟୋ ଉପରେ ମାଡି ଗଲା ଟ୍ରକ। ଫଳରେ ଅଟୋଟି ଚୂରମାର ହୋଇଯାଇଥିବା ବେଳେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି
#ArgusNews #Odisha #NewsOdisha #ArgusNewsTV #Burla #Accident #mahanadi_Bridge