#ଗଛ_ନ_ଲଗାଇ_ବି_ଉଠିଛି_ଲକ୍ଷ_ଲକ୍ଷ_ଟଙ୍କା
#ଭଡ଼ାରେ_ଲାଗିଛି_ଆଦିବାସୀଙ୍କ_ଜବକାର୍ଡ
ସମ୍ବଲପୁରରେ ଖୋଲିଲା ଗ୍ରାମ୍ୟ ଜଙ୍ଗଲର ଗୁମର। ଜଙ୍ଗଲ ତିଆରି ପାଇ ଚାରା ଅଛି, ଗାତ ବି ଖୋଳାଯାଇଛି ହେଲେ ବୃକ୍ଷରୋପଣ ହୋଇନାହିଁ । ଗାଁ ଲୋକଙ୍କ ଜବକାର୍ଡ ନେଇ ସେଥିରେ ଉଠିଛି ଲକ୍ଷାଧିକ ଟଙ୍କା। ଗୋଟିଏ ଗୋଟିଏ କାର୍ଡରେ ମାତ୍ର ୩୦୦ ଟଙ୍କା ଦେଇ ବନ ବିଭାଗ ଶ୍ରମିକଙ୍କ ମୁହଁ ବନ୍ଦ ରଖିଥିବା ଅଭିଯୋଗ ହୋଇଛି।
#ArgusNews #ArgusNewsTV #Odisha #SeedScam #Sambalpur