ବୃଦ୍ଧ ବାପା ଉପରେ ପୁଅର ବୋଝ । ସାହାରା ଖୋଜିବା ସମୟରେ ପୁଅ ପାଇଁ ପାଲଟିଛନ୍ତି ସାହା ଭରସା । ମୟୂରଭଞ୍ଜ ବଡସାହି ବ୍ଲକ୍ ଅନ୍ତର୍ଗତ ମାନଗୋବିନ୍ଦପୁର ପଞ୍ଚାୟତର ମେର୍ଦ୍ଦାନୂଆଗାଁର ପ୍ରାଣକୃଷ୍ଣ ଦାଶ । ବୟସ ୮୮ ଛୁଇଁଲାଣି ହେଲେ ଏହି ବୟସରେ ଆକ୍ରାନ୍ତ ପୁଅର ଦାୟିତ୍ଵ ତୁଲାଉଛନ୍ତି ପ୍ରାଣକୃଷ୍ଣ ।
#ArgusNews #ArgusNewsTV #Odisha #Mayurbhanj #Oldman