କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ସାନଗାଁ ଗ୍ରାମର ବରିଷ୍ଠ ଚାଷୀ ଦୃଯ୍ୟଧନ ନାଉରିଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ମାନେ ଆକ୍ରମଣ କରିଥିବା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । କୈଳାଶ ନାଉରି ଜଣେ ପୋଲିସ କନେଷ୍ଟବଳ ହୋଇଥିବା ବେଳେ ଦୁର୍ଯ୍ୟଧନଙ୍କ ପରିବାରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ।
#ArgusNews #ArgusNewsTV #odisha #Kendrapada #polish #drujyadhanaNauri #farmers