#ବୃଦ୍ଧ_ବୃଦ୍ଧାଙ୍କୁ_ମିଳୁନାହିଁ_ବାର୍ଦ୍ଧକ୍ୟ_ଭତ୍ତା
କଟକ ଜିଲ୍ଲା ନିଆଳି ବ୍ଲକର ଗାଁ ଗାଁରେ ଏହି ଯୋଜନାରୁ ବଞ୍ଚିତ ଶହ ଶହ ବୃଦ୍ଧବୃଦ୍ଧା । ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ କିଛି ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦାସୀନତା ପାଇଁ ପ୍ରତିଥର ନିରାଶ ହୋଇଛନ୍ତି ଏମାନେ । ଏହି ଅସହାୟ ମାନଙ୍କୁ ଭତ୍ତା ମିଳିବ ତାକୁହିଁ ଅପେକ୍ଷା ।
#cuttack #niali #oldpeople #bhatta #odisha #ArgusNews