ଭୂମି ଓ ବାସ ହୀନ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଅଛି ସତ କିନ୍ତୁ ବାସ୍ତବିକ ଏହି ଯୋଜନା ଲୋକଙ୍କ ପାଖରେ ପହଂଚିପାରୁଛି ତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ବୁଧବାର ବିଳମ୍ବିତ ରାତିରେ ଏମିତି ଏକ ଚିତ୍ର ସାମନାକୁ ଆସିଛି । ଜଣେ ବୃଦ୍ଧ ମହିଳା ଓ ନିଜ ଝିଅକୁ ନେଇ ରାସ୍ତା କଡରେ ଶୋଇଥିବାର ଚିତ୍ର ।
#Odisha #ArgusNews #Malkangiri