#ବିନା_ରାସ୍ତାରେ_ବାଲିଘାଟକୁ_ଅନୁମତି_ଦେଇଥିବାରୁ_NGT_ଝଟକା
#୪_ସପ୍ତାହ_ମଧ୍ୟରେ_କାଉଣ୍ଟର_ଆଫିଡେବିଟ_ଦାଖଲ_ପାଇଁ_ନିର୍ଦେଶ
ଅନୁଗୁଳ ଜିଲ୍ଲା କଣିହାଁ ତହସିଲ ଅଧିନସ୍ଥ ସୁଲେଇପାଳ ଗାଁ ବ୍ରାହ୍ମଣୀ ନଦୀରେ ଏକ ବାଲିଘାଟକୁ ଲିଜ୍ ଆକାରରେ ସୁଜିତ୍ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ପାଇଁ ନେଇଛନ୍ତି । କିନ୍ତୁ ଏହି ବାଲିଘାଟ ବେଆଇନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି
#Anugul #Balighat #Illegal #kanihna #NGT #Odisha #ArgusNews