ଗାଁ ଭିତରେ ଏନଏଚର ଭ୍ରମ.....ଗାଁ ଭିତରେ ଗଡି ଚାଲିଛି ମାଳମାଳ ହାଇୱା.......ବେଆଇନ ବାଲି ଚାଲାଣାର ରାସ୍ତା ସାଜିଛି ଗାଁ ରୋଡ । ଲୋକେ ବିରୋଧ କଲେ ମିଳୁଛି ଧମକ । ଆଉ ପୋଲିସକୁ ଗୁହାରି କଲେ ପୋଲିସ ଶୁଣି ନଶୁଣିବା ଭଳି କରୁଛି ବ୍ୟବହାର ।
#sand #Highway #illegalsanddumping #protest #police #NHillusion #Villeger #dhenkanal #kendrapada #Odisha #ArgusNews