#ବେଆଇନ_ଭାବେ_ଟୋଲ୍_ଟ୍ୟାକ୍ସ_ଆଦାୟ
ଟୋଲ ଟ୍ୟାକ୍ସ ଆଦାୟକୁ ନେଇ ବଢୁଛି ଜନ ଅସନ୍ତୋଷ । ବ୍ରିଜ ନିର୍ମାଣର ୩୦ ବର୍ଷ ପରେ ମଧ୍ୟ ଆଦାୟ ହେଉଛି ଟୋଲ ଟ୍ୟାକ୍ସ । ଯେତିକି ଟଙ୍କା ବ୍ରିଜ ନିର୍ମାଣରେ ଖର୍ଚ୍ଚ ହୋଇଛି ତାର ବହୁ ଗୁଣା ଟଙ୍କା ଆଦାୟ ହୋଇ ସାରିଲାଣି । ହେଲେ ସରକାରଙ୍କ ପେଟ ପୁରୁନି । ଗାଡି ଚାଳକଙ୍କଠାରୁ ଜୋର ଜବରଦସ୍ତ ଆଦାୟ ହେଉଛି ଟ୍ୟାକ୍ସ
#Sonepur #TollTax #Odisha #ArgusNews