ଡେଲାଙ୍ଗର ବେରବୋଇ, ଚାରିଆଡେ ପରିଚିତ, କାରଣ ଏହି ସ୍ଥାନରେ ମହାତ୍ମାଗାନ୍ଧି ଦୀର୍ଘ 7 ଦିନ ରହିଥିଲେ। ଯେବେ ବି ନିର୍ବାଚନ ଆସେ ଏହି ସ୍ଥାନରୁ ନେତା ମନ୍ତ୍ରୀ ପ୍ରଚାର ର ବିଗୁଲ ବା ଆରମ୍ଭ କରନ୍ତି । ହେଲେ ଆଜି ବି ଏ ପୀଠ ଅଵହେଳିତ ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
#ArgusNews #Odisha #Berboi #Puri #MahatmaGandhiPeetha #Renovation #election