#ବେଲୁନ_ନିଅ_ବେଲୁନ
#ରଙ୍ଗୀନ_ରଙ୍ଗୀନ_ବେଲୁନ
#୨୦_ଟଙ୍କାରେ_ବେଲୁନ
ଏ ଡାକ ଶୁଣି ହୁଏତ କିଏ ଘର ପାଇଁ ଖୁସି କିଣି ନେଇପାରେ । ମାତ୍ର ୨୦ ଟଙ୍କା ଦେଇ ନିଜ ଝିଅ ପାଇଁ, ନିଜ ପୁଅ ପାଇଁ ସାମାନ୍ୟ ବେଲୁନଟିଏ ନେଇ ତାଙ୍କ ମୁହଁରେ ହସ ଫୁଟାଇପାରେ । କିନ୍ତୁ ଏହି ଯୁବକ ପୁଅ ପାଇଁ ଏ ରଙ୍ଗୀନ ବେଲୁନ ରୋଜିରୁଟି ।
#Malkangiri #youngman #balloons #Odisha #ArgusNews