ବେଲ ବୁଡଲେ ମାଡ଼ି ଆଉଛେ ଡର୍ । ଯେନ୍ ଆଡେ ଦେଖବ ସିଆଡେ ଖାଲି ଅନ୍ଧାର୍ । କେବେ ବିଜଲି ଦେଖବା ତିଲେଇମାଲ ? ଗାଁନୁ ଶହେ ମିଟର ଦୂରେ ରହିଛି ଲାଇନ୍ ଖୁଟା । ମାତ୍ର ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ତିଲେଇମାଲ ଗାଁକେ ପୁହଞ୍ଚି ନାଇ ପାରବାର୍ ବିଦ୍ୟୁତ୍ ସେବା । ଯାହାର୍ ଲାଗିର୍ ସବ ସମିୟା ଡିବିରି ଲଗେଇକି ଜୀବନ କାଟୁଛନ୍ତି ଗ୍ରାମବାସୀ ।
#balangir #Belpadablock #electricalissue #OdishaCM #Odisha #ArgusNews