ବେହାଲ ହୋଇ ପଡିଛି ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା । ବୁର୍ଲା ଭିମସାର ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ସେବାର ଲାଇଫଲାଇନ କୁହା ଯାଉଥିଲା ବେଲେ ରାଜ୍ୟ ସରକାର ମେଡିକାଲକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି । ଆଜି ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଲନ କରାଯାଇଛି ।
#ArgusNews #ArgusNewsTV #Odisha #BJP #burlabhimsar #protest #Jharsugada