ବୌଦ୍ଧ ବହ ପିଙ୍କିଙ୍କର କମାଲ। ସର୍ବଭାରତୀୟ ସ୍ତରନେ ନାଁ କମାଲେ ମେହେରସାହିର ବହ ପିଙ୍କି ମେହେର୍। ମିସ-ମିସେସ୍ ଇଣ୍ଡିଆନ୍ ଡିଭା ବ୍ୟୁଟି କଣ୍ଟେଷ୍ଟରେ ସେ ରନରସଅପ୍ ହେଇ ବୌଦ୍ଧ ତାଥା ଓଡିଶା ଲାଗି ସମ୍ମାନ୍ ଆନି ଦେଇଛନ୍ । ଆରୁ ପ୍ରମାନ୍ କରିପାରିଛନ୍ ୟେ ଗାଆଁର ଟୁକେଲ୍ ମାନେବି ସହରର ଟୁକେଲ୍ ମାନଙ୍କରନୁ କିଛି କମ୍ ନିସେ।
#ArgusNews #ArgusNewsTV #Odisha #Boudh #MrsIndiaDivaContest