ମହାନଦୀର ଉଭୟ ପାର୍ଶ୍ଵରେ ସ୍ଥାୟୀ ପଥର ବନ୍ଧ ନ ଥିବାରୁ କୁଳ ଲଙ୍ଘଉଛି ମହାନଦୀ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡ଼ା ପର୍ଯ୍ୟନ୍ତ ମହାନଦୀ ରହିଥିବା ବେଳେ ନଦୀ କୁଳିଆ ଲୋକେ ଟିକିଏ ବର୍ଷା ହେଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
#Boudh #Mahanadi #Odisha #ArgusNews