ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଯୋରସୋରରେ ଚାଲିଛି । ଆଜି ଉତ୍ତର ପ୍ରଦେଶର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଜମଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଖିଳେଶ ଯାଦବଙ୍କ ବିରୋଧରେ ବିଜେପିରୁ ନିର୍ବାଚନ ଲଢ଼ିଥିବା ଦିନେଶ ଲାଲ ଯାଦବ ପ୍ରଚାର ମଇଦାନରେ ଓହ୍ଲାଇବେ ।
#Brajrajnagar #Election #By_electioncampaign #UP #BJP #LokSabhaconstituency #ArgusNews #national