#ଏ_କ୍ଷୋଭ_ଏ_ଅଭିମାନ
#ଓଡିଶା_ଛତିଶଗଡ_ସୀମାନ୍ତର_ଅବହେଳିତ_ଓଡ଼ିଆର
ବ୍ରଜରାଜ ନଗର ଉପନିର୍ବାଚନ ପାଇଁ ପ୍ରଚାରର ଗହଳି ଭିତରେ ଓଡିଶା- ଛତିଶଗଡର ସୀମାର 19 ମୌଜାରୁ ପୁଣି ଉଠିଛି ପ୍ରତିବାଦର ସ୍ବର.. ସର୍ବନିମ୍ମ ମୌଳିକ ସୁବିଧାରୁ ବଞ୍ଚିତ ସୀମାର ଏ 19 ମୌଜାର ଲୋକେ ପୁଣି ଧମକ ଦେଇଛନ୍ତି 19 ସମସ୍ୟା ସମାଧାନ ନ ହେଲେ ଛତିଶଗଡରେ ମିଶିଯିବେ ।
#Election #By_electioncampaign #19mauja #voiceofprotest #Brajarajanagar #Chhattisgarh #Border #ArgusNews #Odisha