ବ୍ରହ୍ମଗିରିରେ ପୁଣି ରାଜନୈତିକ ହିଂସା । ମଣପଡା ପଞ୍ଚାୟତ ଦଣ୍ଡୁଆସି ପଡାରେ ବିଜେଡି-ବିଜେପି ସମର୍ଥକ ମୁହାଁମୁହିଁ । ଘଟଣାରେ ୧୦ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମଗିରି କେରାଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
#Puri #Brahmagiri #Politicalviolence #panchayatelection #Odisha #ArgusNews