ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ ହାତରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ । 9 ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ 16ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, 3 ଗୁଳି, 3ଟି ବୋମା ସହ ବହୁ ମାରଣାସ୍ତ୍ର ଜବତ ହୋଇଛି ।
#ArgusNews #Odisha #ArgusUpdateNews #berhampur #Arrest