ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଦୀପ ସାହି ସ୍ଥିତ ଗୌଡ଼ ବନ୍ଧ ସାହିରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବାବେଳେ ଉତ୍ତେଜନା । ଏହି ସମୟରେ ସେଠାରେ ଟେକାପଥର ମାଡ଼ ହୋଇଥିଲା । ଏଥିରେ ଦୁଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଏମସି ଏନଫୋରସମେଣ୍ଟ ଟିମ୍ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି ।
#Brahmapur #Lanjipalli #BMC #EnforcementTeam #Attack #Police #Odisha #ArgusNews