#ବ୍ରହ୍ମୋସ_ମିସାଇଲ୍_ପରୀକ୍ଷଣ_ସଫଳ
ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର ଘାଟିରୁ ହୋଇଛି ସଫଳ ହୋଇଛି ପରୀକ୍ଷଣ । ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ହୋଇଥିଲା ପରୀକ୍ଷଣ । ଆଇଟିସିଏମ୍ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍ ବ୍ରହ୍ମୋସ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ ।#BrahmosMissile4 #Chandipur #ITCM7 #Baleshwar #nuclearweapons #ArgusNews #Odisha