ବ୍ରିଜରେ ଲାଗୁଛି ସରୁ ରଡ । ଠିକାଦାର ଓ ଇଞ୍ଜିନିୟରଙ୍କ ମନୋମୁଖିରେ ଚାଲିଛି ବ୍ରିଜ କାମ ଯେଉଁ ବ୍ରିଜ ଦେଇ ସହସ୍ର ଭାରିଜାନ ଜାତାୟତ କରୁଛି। ଅତି ନିମ୍ନମାନର କାମ ହେଉଥିବାର ଅଭିଯୋଗ କରିଛନ୍ତି ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ବାସିନ୍ଦା ।
#ArgusNews #ArgusNewsTV #odisha #nayagard #Ranpur
Be the first to know any news. You will get latest stories and video updates through the day. You can turn them off anytime.