କୋରାପୁଟ୍ ଲକ୍ଷ୍ମୀପୁର ବ୍ଲକର ବାଘମାରି ଗାଁରେ ନିତିଦିନିଆ କାମ ପାଇଁ ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ନଦୀପାର୍ ହେଉଛନ୍ତି ଶତାଧିକ ଗ୍ରାମବାସୀ। ବାରମ୍ବାର ଅଭିଯୋଗ ପରେ ଏଠାରେ ନିର୍ମାଣ ହୋଇପାରିଲାନି ବ୍ରିଜ୍
#Koraput #Laxmipur #Bridge #communication #ArgusNews