ବ୍ରିଜ୍ କାମ ନ ହେବା ଯୋଗୁଁ ଅଟକିଛି ୩ ପଞ୍ଚାୟତର ଭାଗ୍ୟ । ନା ଅଛି ରାସ୍ତାଘାଟ, ନା ରହିଛି ଶିକ୍ଷା, ନା ଅଛି ସ୍ୱାସ୍ଥ୍ୟସବା । କନ୍ଧମାଳ ବିଅରପାଙ୍ଗା ଠାରୁ ଚାଞ୍ଚେଡ଼ି ରାସ୍ତା ଉପର ହୋଇପାରୁନି ବ୍ରିଜ୍ କାମ । ମାରଦେଡ଼ି ପାଙ୍ଗାନାଜୁ ନାଳରେ ହୋଇପାରୁନି ବ୍ରିଜ୍ । ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନିକ ଅଧିକାରୀ ।
#Ganjam #berhampur #bridgework #RoadProblem #Odisha #ArgusNews