ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ବ୍ଲକ ସେକସନ ଅଫିସର ପ୍ରଫୁଲ୍ଲ ସା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ବଲାଙ୍ଗୀର ଗାନ୍ଧିନଗର ପଡା ଓ ହାଟପଦା ପଡାରେ ରେଡ୍ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
#Bolangir #VigilanceRaid #SectionOfficer #PrafullaSa #Odisha #ArgusNews