#ବ୍ଲକ_ପରିସରରେ_ଶତାଧିକ_ଷଣ୍ଢ_ପୁରାଇ_ପ୍ରତିବାଦ_କଲେ_ଚାଷୀ
କିଛି ହେବ ବ୍ଲକ ଏରିଆରେ ଷଣ୍ଢ ମାନଙ୍କର ଉତ୍ପାତ ଦେଖିବାକୁ ମିଲଛି । ଫଳରେ ହତାଶ ହୋଇ ପଡିଛନ୍ତି ଚାଷୀ । ବାରମ୍ବାର ବ୍ଲକ ପ୍ରଶାସନକୁ ଅବଗତ କରାଇ ଥିଲେ ମଧ୍ୟ ଷଣ୍ଢ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନନେବା ଫଳରେ ଆଜି ସକାଳ ୭ଟା ସମୟରେ ପ୍ରତିବାଦ କରିଛନ୍ତି ଚାଷୀ ।
#Kendrapara #bullfighting #farmersprotested #Odisha #ArgusNews