ବ୍ଲାକ ଫଙ୍ଗସ ରୁଗୀଙ୍କୁ ସାହାର୍ଯ୍ୟ କରିକିନା ଫେନ୍ ଚର୍ଚ୍ଚାନେ ଡକ୍ଟର ରାମ୍ ଚନ୍ଦାନି। ଦୁଇଟା ଖେପ୍ ନେ ଯୁଗାଲେନ ଏକ ଲକ୍ଷ ଟଙ୍କା ଉଷଧ। ବୁର୍ଲା ମେଡିକାଲନେ ଭର୍ତି ହେଇକିନା ଜୀବନ ମରନ୍ ସାଙ୍ଗେ ଲଢୁଥିବାର୍ ବ୍ଲାକ୍ ଫଙ୍ଗସ ରୁଗି ଙ୍କର୍ ଲାଗି ଇଟା ସହାୟକ୍ ହେଉଥିବାର୍ ଜନାପଡିଛେ।
#ArgusNews #Odisha #ArgusTv #Sambalpur #Burla #BlackFungus #drramchandani